Smatbee

Call Directions Website Contact the restaurant

Smatbee Odisha Best Food Delivery Mobile app Smatbee. Smatbee is a leading food delivery startup company r
👥 Join: facebook.com/groups/odiatravelvlogs

Restaurant cm Homemade Food

17/06/2026

🐟 ଗୁଡ଼ିଆକଟେଣୀରେ ଏବେ ମିଳୁଛି ସମସ୍ତ ପ୍ରକାରର ତାଜା ଓ ସମୁଦ୍ର ମାଛ ଗୋଦାମ ଦରରେ 😋🐟

ରୁହି, ଭାକୁର, ଇଲିଶି, ମିରିକାଳି, ବେନାମୀ ଚିଙ୍ଗୁଡ଼ି ସହିତ ବିଭିନ୍ନ ପ୍ରକାରର ଫ୍ରେସ୍ ମାଛ ଏଠାରେ ଉପଲବ୍ଧ

ଘୋଷଣା: ଏହି ଭିଡିଓ ଦେଖି ମାଛ କିଣିବାକୁ ଆସିଲେ ମିଳିବ ବିଶେଷ ଡିସ୍କାଉଣ୍ଟ! 🎉

ଘରେ ବସି ଅର୍ଡର କରନ୍ତୁ –
Offline ଓ Online Delivery ଉପଲବ୍ଧ 🚚

ଯୋଗାଯୋଗ: ଶୁଭମ 📞 86583 46111

ଆଜିହିଁ ଅର୍ଡର କରନ୍ତୁ ଓ ନିଅନ୍ତୁ ତାଜା ମାଛର ସ୍ୱାଦ! 😍🐠


[Dhenkanal, Odia vlog, Rohu Fish, Hilsa Fish, Ilish Mach, Bengali macho, Odisha Fish Market, Odia Food, Odisha chingudi, Odia macha, Andhra macha, Chingudi Fish, Bengali Fish, Paradeep Macha, Benami chingudi]

16/06/2026

🌧️🍈 ରଞ୍ଜ।ଗୋଳ ରଜ ଯାତ୍ରାର ଶେଷ ସନ୍ଧ୍ୟାର ଦୃଶ୍ୟ କିଛି ଅଲଗା ଥିଲା ☔️ 😒
ହିନ୍ଦୋଳ ଅଞ୍ଚଳରେ ହାତୀ ଚଳପ୍ରଚଳ ଖବର ଓ ଆଜିର ବର୍ଷା ପାଗ ଯୋଗୁଁ ମେଳାରେ ଭିଡ଼ ଅନେକ କମ୍ ଦେଖିବାକୁ ମିଳିଲା 😢

ଅନେକ ବ୍ୟବସାୟୀ ଦିନ ଶେଷ ହେବା ପୂର୍ବରୁ ନିଜ ଦୋକାନ ବନ୍ଦ କରି ଫେରିଯାଇଥିଲେ । ଯେଉଁ ମେଳା କିଛି ଦିନ ପୂର୍ବରୁ ଲୋକଙ୍କ ଗହଳିରେ ଭରି ରହିଥିଲା, ଶେଷ ଦିନ ସନ୍ଧ୍ୟାରେ ସେଠାରେ ଏକ ଶାନ୍ତ ପରିବେଶ ଦେଖିବାକୁ ମିଳିଲା 🌧️💧

ତଥାପି ରଞ୍ଜ।ଗୋଳ ପଣସ ଯାତ୍ରାର ପରମ୍ପରା ଓ ରଜ ପର୍ବର ଉତ୍ସାହ ଲୋକଙ୍କ ମନରେ ସେମିତି ରହିଛି ।

ଶେଷ ସନ୍ଧ୍ୟାର ସମ୍ପୂର୍ଣ୍ଣ ଦୃଶ୍ୟ ଦେଖନ୍ତୁ ମୋର ଏହି ଓଡିଆ ଭ୍ଲଗ୍‌ରେ 🤠🙏🏽


[Raja Festival, Raja Parba 2026, Odia vlog, Hindola, Dhenkanal, Odisha Tour, Odia Culture, Odisha village Festival, Raja Jatra, Ranjagola Jatra, Odia reels, Odisha Festivals, Odia Traditions, Cultural Festival Odisha, Dhenkanal Vlog, Rural Odisha Life, Chalo Odisha, Anugul]

16/06/2026

😋🍢 ରଞ୍ଜ।ଗୋଳ ପଣସ ଯାତ୍ରାରେ ପଣସ ଓ ଆମ୍ବ ଯେତେ ପ୍ରସିଦ୍ଧ, ସେତେଇ ଚାହିଦା ରହିଛି ଏହି ମଜାଦାର ଷ୍ଟ୍ରିଟ୍ ଫୁଡ୍‌ର 😜

କାଠିରେ ଗୁନ୍ଥା ଗରମାଗରମ ପନିର ଫ୍ରାଏ ଓ କ୍ରିସ୍ପି ସ୍ପ୍ରିଙ୍ଗ ପୋଟାଟୋ ଫ୍ରାଏ ପାଇଁ ଦୋକାନ ଆଗରେ ଲୋକଙ୍କ ଭିଡ଼ ଲାଗି ରହିଥିଲା, ରିଫାଇନ୍ ତେଲରେ ଭଜା ଏହି ସ୍ନାକ୍ସ ଉପରେ ମସଲାର ସ୍ୱାଦ ତାକୁ ଆହୁରି ସ୍ୱାଦିଷ୍ଟ କରିଦେଉଥିଲା 🤤

ମେଳା ବୁଲିବା ସହିତ ଏହି ଟେଷ୍ଟି ଖାଦ୍ୟର ମଜା ନେଉଥିବା ଲୋକଙ୍କ ଉତ୍ସାହ ଦେଖିବା ଭଳି ଥିଲା । ଆପଣ ପନିର ଫ୍ରାଏ ନା ସ୍ପ୍ରିଙ୍ଗ ପୋଟାଟୋ ଫ୍ରାଏ କଣ ଅଧିକ ପସନ୍ଦ କରନ୍ତି? 😍🍟

ଏହି ମଜାଦାର ଫୁଡ୍ ଷ୍ଟଲର ସମ୍ପୂର୍ଣ୍ଣ ଝଲକ ଦେଖନ୍ତୁ ମୋର ଏହି ଭ୍ଲଗ୍‌ରେ ❤️


[Dhenkanal, Paneer Fry, Spring Potato Fry, Street Food Odisha, Raja Festival, Ranjagola Raja Jatra, Hindol Jatra, Odisha Food Vlog, Bhubaneswar Street Food, Crispy Potato Fry, Paneer Snacks, Odisha Food fair, Dhenkanal updates, Odia Festival Food, Odia Foodie, Viral Food Odisha]⁩⁩⁩

11/06/2026

🔥 ଢେଙ୍କାନାଳରେ ଧୂମ୍ ମଚାଇଲା “ଡ‍୍ୟାନ୍ସ କୁଇନ୍ ୨୦୨୬” 💃🏆

ଆଜି ଢେଙ୍କାନାଳରେ ଅନୁଷ୍ଠିତ ହୋଇଛି ବହୁ ଚର୍ଚ୍ଚିତ ଡ‍୍ୟାନ୍ସ କୁଇନ୍ 2026 ପ୍ରତିଯୋଗିତା 🤠💃

ଛୋଟ ଛୋଟ ପ୍ରତିଭାଶାଳୀ ନୃତ୍ୟଶିଳ୍ପୀମାନେ ନିଜର ଅଦ୍ଭୁତ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିତିନେଇଛନ୍ତି ✨

ଓଡ଼ିଶୀ ଠାରୁ ଆରମ୍ଭ କରି ଆଧୁନିକ ନୃତ୍ୟ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ପରିବେଷଣରେ ମଞ୍ଚ ହୋଇଯାଇଥିଲା ସଜୀବ ଓ ରଙ୍ଗିନ। ଢେଙ୍କାନାଳର ଏହି ମହା ନୃତ୍ୟ ଉତ୍ସବ ସମସ୍ତଙ୍କୁ ଦେଇଛି ଅନେକ ସୁନ୍ଦର ସ୍ମୃତି 😍❤️

ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ କମେଣ୍ଟରେ ଜଣାନ୍ତୁ କାହାର ପରିବେଷଣ ଆପଣଙ୍କୁ ସବୁଠାରୁ ଭଲ ଲାଗିଲା ❤️


[Dhenkanal, Dance Competition Odisha, Dhenkanal Event, Odisha Talent, Kids Dance Competition, Dance Queen 2026, Odissi Dance, Freestyle Dance, Cultural Event Odisha, Odissi nacha, Odia jhia, Odisha Dance Show, Talent Hunt Odisha, Odia Viral Dance]

08/06/2026

☀️ ଏବେ ବିଦ୍ୟୁତ ବିଲ୍‌କୁ କହନ୍ତୁ ବାୟ ବାୟ 👋

🏠 ଆମ ଘର ଛାତ ଉପରେ ସଫଳତାର ସହିତ ସ୍ଥାପିତ ହେଲା 3KW Adani TOPCon Rooftop Solar System ସହିତ ରହିଛି Luminous On-Grid Inverter, ମଜବୁତ GI Pipe Structure ଏବଂ ସମ୍ପୂର୍ଣ୍ଣ ସୁରକ୍ଷିତ Installation Setup⚡

✅ କମ୍ ବିଦ୍ୟୁତ ବିଲ୍
✅ 25-30 ବର୍ଷ ପର୍ଯ୍ୟନ୍ତ ଦୀର୍ଘସ୍ଥାୟୀ ସେବା
✅ ସରକାରୀ ସବସିଡିର ସୁବିଧା
✅ ପରିବେଶ ବନ୍ଧୁ ଶକ୍ତି

ଆପଣ ମଧ୍ୟ ନିଜ ଘର, ଅଫିସ୍ କିମ୍ବା ବ୍ୟବସାୟ ପାଇଁ Rooftop Solar System ଲଗାଇ ମାସିକ ବିଦ୍ୟୁତ ଖର୍ଚ୍ଚ କମାନ୍ତୁ 🌞

🗣️ ଅଧିକ ସୂଚନା ପାଇଁ ଯୋଗାଯୋଗ କରନ୍ତୁ
📞 97774 44701


[Dhenkanal news, Angul news, Hindola, Solar Panel installation, Rooftop Solar, Adani Solar panel, Tata Power Panel, Rooftop Solar Installation, Green Energy, Renewable Energy, PM Surya Ghar, On Grid Solar, Dhenkanal, Odisha, Anugul, Odia vlog, Odia reels, Odia comedy, Odia]

27/05/2026
Dubai [4K] DUBAI JEWELLERY FASHION WEEK
16/01/2026

Dubai [4K] DUBAI JEWELLERY FASHION WEEK

Get ready to step into the world of luxury, fashion, ramp walk, and sparkling jewellery. From latest jewellery collections to glamorous runway shows, I bring...

Address

#7A, 3rd Floor, 5th Cross Road, Main Rd, St Thomas Town, Kammanahalli
Bangalore
560033

Alerts

Be the first to know and let us send you an email when Smatbee posts news and promotions. Your email address will not be used for any other purpose, and you can unsubscribe at any time.

Contact The Restaurant

Send a message to Smatbee:

Shortcuts

Share

Nearby restaurants