16/02/2022
ଆମର ନିର୍ବାଚନ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ ଓ ସହଭାଗୀ କରିବା ଦିଗରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପ୍ରଚେଷ୍ଟା ପାଇଁ ଆମେ ତାଙ୍କୁ କୃତଜ୍ଞତା ଜଣାଉଛୁ । ଏହି ଦିନ ମତଦାତା ସଚେତନତା ବୃଦ୍ଧି କରିବା ଏବଂ ମତଦାନ କରିବା ଦିଗରେ ଆମକୁ କାମ କରିବା ଲାଗି ପ୍ରେରଣା ଦେଉଛି, ଯାହା ଆମର ଗଣତନ୍ତ୍ରକୁ ଅଧିକ ମଜବୁତ କରୁଛୁ।